Short Reels Contest - Barsha Ek Upalabdhi Anek
Government of Odisha in collaboration with MyGov, invites all citizens of Odisha , Social Media Influencers, Content Creators to participate in the “Barsha Ek Upalabdhi ...

Government of Odisha in collaboration with MyGov, invites all citizens of Odisha , Social Media Influencers, Content Creators to participate in the “Barsha Ek Upalabdhi Anek (ବର୍ଷ ଏକ , ଉପଲବ୍ଧି ଅନେକ) short video/ reels Contest”.
A statewide challenge inviting citizens to produce short, engaging short videos (30-60 seconds) on themes like:
- ଵୟୋ ବନ୍ଦନା ଯୋଜନା
- ପଦ୍ମଶ୍ରୀ ବିଜେତା ମାନଙ୍କୁ ମାସିକ ସହାୟତା ରାଶି ଟ. ୩୦୦୦୦.୦୦ ପ୍ରଦାନ.
- ୱାର୍କ ପାସ ବୁକ ( ସରକାର ଙ୍କ ଦ୍ୱାରା କରା ଯାଉଥିବା ଉନ୍ନତିମୂଳକ କାମର ତର୍ଜମା )
-"ଅନ୍ତ୍ୟୋଦୟ ଗୃହ ଯୋଜନା – ଘର ନୁହେଁ କେବଳ ଇଟ୍I ଓ ସିମେଣ୍ଟ ର ଗଠନ, ଏହା ହେଉଛି ଗରିବ ପରିବାର ପାଇଁ ଆଶା ଓ ଆତ୍ମସମ୍ମାନ ର ନୂଆ ଆଧାର।"
ଯେଉଁଠି ଥିଲା ଅନ୍ଧାର ଓ ଅନିଶ୍ଚିତତା, ସେଠି ଏବେ ଅନ୍ତ୍ୟୋଦୟ ଗୃହ ଯୋଜନା ନେଇ ଆସିଛି ଆଲୋକ ଓ ନିଶ୍ଚିତ ଆଶ୍ରୟ।"
-ସହୀଦ ମାଧେ ସିଂହ ହାତ ଖର୍ଚ୍ଚ ଯୋଜନା
-"ଲକ୍ଷପତି ଦିଦି — ଶକ୍ତି ଓ ସମର୍ପଣର ପ୍ରତିକ, ଯିଏ ଓଡିଶା ନାରୀଙ୍କୁ ନୂଆ ଆଶା ଓ ଆତ୍ମବିଶ୍ୱାସ ଦେଇଛନ୍ତି।"
ଲକ୍ଷପତି ଦିଦିଙ୍କର ଦୃଢ଼ ସଂକଳ୍ପ ଓ ସମର୍ପଣ ଓଡ଼ିଶାର ନୂତନ ଇତିହାସ ଲେଖିଛି।"
-" ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ — ଯେଉଁଠାରେ ଶିକ୍ଷାର ଆଲୋକ ପ୍ରଜ୍ଵଳିତ ହୁଏ, ସେଇଠାରେ ଭବିଷ୍ୟତ ଗଢ଼ାଯାଏ।"
- ଖେଳ କୁଦ ର ପ୍ରତ୍ସାହନ ( ପ୍ରତି ବ୍ଲକ ରେ ନୂତନ ଷ୍ଟାଡିଅମ ନିର୍ମାଣ, ସି ଏମ ଟ୍ରଫି ୨୦୨୫)
- ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା
- ସୌର ଶକ୍ତି ଉପଯୋଗ ଲାଗି ପ୍ରତ୍ସାହନ ( PM ସୂର୍ଯ୍ୟ ଘର )
Submission Guidelines:
1. Participant must upload their short video/reel on Instagram/YouTube Shorts and share the link on the MyGov Odisha portal.
2. The reel should be between 30 to 60 seconds in duration
3. Video should be of Higher resolution
4. Video must be original and nor previously published on any public platform.
5. No offensive language or derogatory content will be allowed. All submissions must be original and not infringe on existing copyrights or trademarks.
